ଏକ ଯୁବକ ର ବିୟୋଗ ରେ ସମାଧି ସ୍ଥାନ ରେ ଏକତ୍ରିତ ବିଶ୍ୱାସୀ ଗଣ ଙ୍କ ନିକଟ ରେ ପ୍ରଭୁଙ୍କ ଦାସ ଅଧ୍ୟାପକ ରାଜପତି ପାଣି ଙ୍କ ଦ୍ୱାରା ସଂକ୍ଷିପ୍ତ ଓ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ବାକ୍ୟ ପରିବେଶଣ କରାଯାଇ ଥିଲା । ଏହି ବାକ୍ୟ ଦ୍ୱାରା ମୂଁ ଆତ୍ମିକ ଜୀବନ ରେ ଆଶୀର୍ବାଦ ପାଇଛି ।ଏହି ଭିଡ଼ିଓ କୁ live record କରାଯାଇଅଛି । ମୂଁ ଆପଣ ଙ୍କୁ ଜଣେଇବା କୁ ଚାହେଁ କୀ ଭିଡ଼ିଓ ଦେଖିବାକୁ ଆପଣ ଙ୍କୁ ଭଲ ଲାଗି ନ ପାରେ କାରଣ ଭିଡ଼ିଓ (location & picturization )କିନ୍ତୁ ମୂଁ ନିଶ୍ଚିତ ଅଟେ କ୍ଷୁଦ୍ର ବାକ୍ୟ ଟି ଶୁଣନ୍ତୁ ଆପଣ ନିଶ୍ଚିତ ଉପକୃତ ହେବେ ଓ ଆପଣ ଙ୍କ ଜୀବନ ରେ ବିଶେଷ ଆଶିଷ ପାଈବେ। ତେଣୁ ମୋର ଅନୁରୋଧ ଏହି ଭିଡ଼ିଓ ର ବାକ୍ୟ କେବଳ ଶୁଣନ୍ତୁ ଆଉ ଯେତେ ପାରୁଛନ୍ତି ସେତେ ନିଜ ଜ୍ଞାତି ଭାଇ ଭଉଣୀ ଙ୍କୁ share କରନ୍ତୁ ଯେପରି ସେମାନେ ମଧ୍ୟ ବାକ୍ୟ ଶୁଣି ପାରିବେ ଓ ଉଧାର ପ୍ରାପ୍ତ ହୋଇ ପାରିବେ।
Special thanks to professor Rajpati Pani .
Yours brother in Christ
Jeebit Kumar Pani
#prerana
#ପରାଜିତଶତ୍ରୁ
#shortChristianodiaMessage
#rajpatipani