ଆମ୍ଭ ମାନଙ୍କ ପରିତ୍ରାଣ କର୍ତ୍ତା ପ୍ରଭୂ ଯୀଶୁ ଙ୍କ ନାମ ଯୁଗେ ଯୁଗେ ଧନ୍ୟ ହେଉ ।ସୁସମାଚାର ଚେନାଲ ପ୍ରେରଣା ର ଅନୁରୋଧ କ୍ରମେ ପ୍ରଭୂ ଙ୍କ ଦାସ ଆଚାର୍ଯ୍ୟ ଅଜିତ୍ ସେନ ଆନ୍ଦ୍ରାପ୍ ପ୍ରସ୍ତୁତ କରିଅଛନ୍ତି ମେଷଶାବକ ପ୍ରସଙ୍ଗ ର ଅଷ୍ଟମ ଭାଗ ।ପ୍ରକାଶିତ ୨୧:୨ ଅଂଶ କୁ ନେଇ ମୂଳ ପ୍ରସଙ୍ଗ "ମେଷଶାବକ ଙ୍କ ନଗରୀ" |ଶୁଣନ୍ତୁ ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।
ଧନ୍ୟବାଦ
Have a blessed Sunday.
#prerana
#ମେଷଶାବକ8
#Revelation21
#odiachristianmessage
#ajitsenandrap
#onlinebible
#ପ୍ରକାଶିତବାକ୍ୟ
#ପ୍ରେରଣା