COVID19 କୁ ନେଇ ପୃଥିବୀ ମଧ୍ୟ ରେ ଦେଖାଯାଉ ଥିବା ଏହି ଭୟଙ୍କର ପରିସ୍ଥିତି ସମୟ ରେ ଗିର୍ଜା ରେ ସେବା ଉପାସନା ଓ ବାକ୍ୟ ପ୍ରଚାର ହୋଇ ପାରୁ ନାହିଁ । ଏହା କୁ ଦୃଷ୍ଟି ଆଗରେ ରଖି ଆପଣ ମାନଙ୍କ ନିମନ୍ତେ ପ୍ରଭୁଙ୍କ ଏହି ଜୀବନ୍ତ ବାକ୍ୟ ପ୍ରସ୍ତୁତ କରାଯାଇଛି ।ଯାହା ଫଳରେ ଆପଣ ଘରେ ରହି ଏହି ବାକ୍ୟ ଶ୍ରବଣ କରିବା ସହିତ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇବେ ।
ପ୍ରକାଶିତ ୧୯:୭ପଦ କୁ ନେଇ ମୂଳ ପ୍ରସଙ୍ଗ "ମେଷ ଶାବକ ଙ୍କ ବିବାହ" ବିଷୟ କୁ ପ୍ରସ୍ତୁତ କରିଛନ୍ତି ପ୍ରଭୁଙ୍କ ଦାସ ଆଚାର୍ଯ୍ୟ ଅଜିତ୍ ସେନ ଆନ୍ଦ୍ରାପ୍ । ରବିବାର ସକାଳ 7ଘଣ୍ଟା ସମୟ ରେ ଏହି ବାକ୍ୟ ଆପଣ ଶୁଣି ପାରିବେ । ଶୁଣନ୍ତୁ ଏବଂ ଆଶୀର୍ବାଦ ଲାଭ କରନ୍ତୁ ଏବଂ ନିଜ ବନ୍ଧୁ ପରିଜନ ଙ୍କୁ ମଧ୍ୟ link share କରି ବାକ୍ୟ ଟି ଶୁଣାନ୍ତୁ ।
Please watch and be blessed
#prerana
#ମେଷଶାବକ7
#odiachristianmessage
#onlinebible
#ajitsenandrap
#ପ୍ରେରଣା
#onlinebiblestudy